କେବେ କାମରେ ଲାଗିବ ମଶାଣି ?

ସତ୍ୟନଗର ସ୍ଥିତି ଅସମ୍ଭାଳ, କୋଭିଡ୍‌-ଅଣକୋଭିଡଙ୍କ ପାଇଁ ଗୋଟିଏ ମଶାଣିକୁ ଆସୁଛନ୍ତି ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବଢ଼ୁଛି, ମୃତକଙ୍କ ସଂଖ୍ୟା ମଧ୍ୟ ସେହିପରି ବଢ଼ୁଛି। ‌ରାଜଧାନୀରେ ଏବେ କୋଭିଡ୍‌, ଅଣକୋଭିଡ୍‌, କୋଭିଡ୍‌ ସନ୍ଦିଗ୍ଧ ମୃତକଙ୍କ ସଂଖ୍ୟା ୫୦ରୁ କମ୍‌ ନାହିଁ। କିନ୍ତୁ ପ୍ରାୟ ସମସ୍ତ ଶବ ସତ୍କାର ସତ୍ୟନଗର ଶ୍ମଶାନରେ ହେଉଛି। ରାଜଧାନୀରେ ପ୍ରାୟ ୨୦ଟି ମଶାଣି ଥିଲେ ବି କିଛି କାମରେ ଲାଗୁନି। ଯାହା … Continue reading କେବେ କାମରେ ଲାଗିବ ମଶାଣି ?